ଢେଙ୍କାନାଳ ଆମ୍ବ ଖାଇବେ ବିଦେଶୀ, ୧୫ ବର୍ଷ ପାଇଁ ଏମଓୟୁ

ବିଦେଶୀ ଖାଇବେ ଓଡ଼ିଶା ଆମ୍ବ । ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏ ନେଇ ୧୫ ବର୍ଷ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନୀ ହୋଇଛି । ଗତ ବର୍ଷ ରାୟଗଡ଼ାରୁ ଆମ୍ବ ବିଦେଶକୁ ପଠାଯାଇଥିଲା ।ଏହା ପୂର୍ବରୁ ଢେଙ୍କାନାଳ ଆମ୍ବ ଦୁବାଇ ପଠାଯାଇଥିଲା। ଦୁବାଇ ମାର୍କେଟରେ ଢେଙ୍କାନାଳ ଆମ୍ବର ଚାହିଦା ବଢ଼ିଛି।

କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର ଚାହିଦା ବଢ଼ିଛି।ଆମ୍ବ ଯେପରି ଦୀର୍ଘଦିନ ଯାଏ ସୁରକ୍ଷିତ ରହିବ, ସେଥିଲାଗି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ଅଧିକ ପଢନ୍ତୁ

kc ads