ବିଚ୍ ବଜାରରେ ସ୍ତ୍ରୀକୁ ଛୁରି ଭୁସିଲା ସଇତାନ ସ୍ୱାମୀ ।ବାରିପଦା ସହର ଏମ୍ କେ ସି ହାଇସ୍କୁଲ ସମ୍ମୁଖ ରାସ୍ତାରେ କରିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସ୍ତ୍ରୀ କବିତା ଦିଗରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ଛୁରା ମାଡ଼ ହୋଇଥିବା ଜଣା ପଡିଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ବାରିପଦା ଚିପଟ ଅସ୍ତିଆ ଅଞ୍ଚଳ ରବୀନ୍ଦ୍ର ଦିଗରକୁ ଅଟକ ରଖିଛି ପୋଲିସ ।
