ମହିପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ//ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୂର୍ ପିଏ ମ୍ ଶ୍ରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଯୋଗ ଶିବିର ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ସିଖେୟତ୍ରି ଯୋଗଦେଇଥିଲେ। ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ାଙ୍କ ଦ୍ଵାରା କୈଶୋର ଶିକ୍ଷା କାର୍ଯ୍ୟକ୍ରମରେ ବିଭିନ୍ନ ଆସନ ଯଥା ସୂର୍ଯ୍ୟନମସ୍କାର, ସଡାସନ, ବୃକ୍ଷାସନ,କଟିଚକ୍ରାସନ,ପଶ୍ଚିମୋତାନସନ ,ମତ୍ସ୍ୟସନ , ମଣ୍ଡୁକାସନ୍, ଉଷ୍ଟ୍ରାସନ୍,ଭୂଜାଙ୍ଗାସନ୍,ସର୍ବଙ୍ଗାସନ୍ , ଚକ୍ରାସନ୍, ଓ ଶ୍ରିସାସନ୍,ଆଦି କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ଦାସ କାର୍ଯ୍ୟକ୍ରମରେ ଅୟୋଜନ କରିଥିଲେ।

ଅଧିକ ପଢନ୍ତୁ

kc ads