ଆଜିର ଖବର ବୁଡାଗୁଡ଼ା ଆର୍ ଏମ୍ ସି ମଣ୍ଡି ଠାରେ ଚାଷୀ ଅସନ୍ତୋଷ ଘଟଣା,ତଦନ୍ତ ପାଈଁ ଆସିଲେ ଉପରିସ୍ଥ ଅଧିକାରୀ ଅଭିଯୋଗ କରିଥିବା ଚାଷୀଙ୍କ ଏକାଉଣ୍ଟ୍ କୁ ଆସିଲା ଟଙ୍କା