ଆଜିର ଖବର ଓଡିଶା ସରକାରଙ୍କ ଷ୍ଟାଡିଂ କମିଟି-VIIIଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପରିଦର୍ଶନ ଓ ସମୀକ୍ଷା” ଜିଲ୍ଲାପାଳଙ୍କ ଦକ୍ଷ ନେତୃତ୍ୱକୁ କମିଟିଙ୍କ ପ୍ରଶଂସା l