ଆଜିର ଖବର ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ବ୍ଳକ ଅଧ୍ୟକ୍ଷ ଙ୍କ ସହ ୨ ସହଯୋଗୀ ଙ୍କୁ କୋର୍ଟ ଚାଲାଣ।