ଆଜିର ଖବର ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି By odishadarpan August 21, 2025August 21, 2025 ଓଡ଼ିଶାରେ ମୁକ୍ତିଲାଭ କରିଥିବା ୫ଟି ସିନେମାର କର ଫେରସ୍ତ ହେବାକୁ ନିଷ୍ପତ୍ତି ହୋଇଛି । ୩ ହିନ୍ଦୀ ସିନେମା ସମେତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓ ‘ଡେଲିଭରୀ ବଏ’ ସିନେମାକୁ ମିଳିବ ପ୍ରତିପୂରଣ ରାଶି ।ଏନେଇ ସିଟି ଜିଏସଟି କମିଶନର ଓ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଆଜିର ଖବର କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ: ନେପାଳ ମନ୍ତ୍ରୀ By odishadarpan May 2, 2025May 2, 2025
ଆଜିର ଖବର ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ କୋଲ୍ଡ ସୁପର୍ମୁନ୍ By odishadarpan December 4, 2025December 4, 2025