ଦୁର୍ନୀତିଖୋରଙ୍କୁ ଠାବ କରିବ ଟେକ୍ନୋଲୋଜି

ରାଜ୍ୟ ସରକାର ଆଣିବେ କଠୋର ନିୟମ। ତେବେ ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି।ଦୁର୍ନୀତିଖୋରଙ୍କୁ ଠାବ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ବୈଷୟିକ ଜ୍ଞାନ କୌଶଳ ଆପଣେଇବା ପାଇଁ ଆଲୋଚନା ଆରମ୍ଭ ହୋଇଛି । ସନ୍ଦେହ ଘେରରେ ଥିବା କର୍ମଚାରୀଙ୍କ ଗତିବିଧିକୁ ଟ୍ରାକ କରାଯିବ ।

ଅଧିକ ପଢନ୍ତୁ