ନବରଙ୍ଗପୁର ଜିଲାର କୋଡ଼ିଙ୍ଗା ତହଲସିଲଦାରଙ୍କୁ ୩ ବର୍ଷ ଜେଲ

ଭିଜିଲାନ୍ସ କୋର୍ଟରେ ତହସିଲଦାର ଦୋଷୀ ସାବ୍ୟସ୍ତ। ନବରଙ୍ଗପୁର କୋଡ଼ିଙ୍ଗା ତହସିଲଦାର ସୁବ୍ରତ କୁମାର ବେହେରା ଦୋଷୀ ସାବ୍ୟସ୍ତ। ଦୋଷୀ ସାବ୍ୟସ୍ତ କଲେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଲାଞ୍ଚ ମାମଲାରେ ୩ ବର୍ଷ ଜେଲ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶରେ ଶୁଣାଇଛନ୍ତି। ୨୦୧୮ରେ ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ କୋଡ଼ିଙ୍ଗା ତହସିଲଦାର ସୁବ୍ରତ ବେହେରା ଧରାପଡ଼ିଥିଲେ। ଗୋଟିଏ ଜମି ବିକ୍ରୟ କବଲା ପାଇଁ ନେଇଥିଲେ ୨୦ ହଜାର ଲାଞ୍ଚ।

ଅଧିକ ପଢନ୍ତୁ

Odisha Darpan Digital