ବରଗଡ଼ରୁ ପୁରୀ ଯିବ ରଥକାଠ

ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଚାଲିଲା ପ୍ରସ୍ତୁତି । ଘୋଷଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ । ଏନେଇ ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ ପହଞ୍ଚିଛନ୍ତି । ପଦ୍ମପୁର ଜଙ୍ଗଲରେ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ କରିବେ ସର୍ବେକ୍ଷଣ। ସର୍ବେକ୍ଷଣ ସମୟରେ ଏହି ଟିମ୍‌‌ ସହିତ ବରଗଡ଼଼ ଡିଏଫ୍‌‌ଓ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ

kc ads