ରାଜଧାନୀ ପରେ ବ୍ରହ୍ମପରର ମୁଖ୍ୟ ରାସ୍ତାରେ ପାକିସ୍ତାନୀ ମୁର୍ଦ୍ଦାବାଦ ପତାକା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ଏହାକୁ ବାହାର କରିଦିଆଯାଇଛି । ରାସ୍ତା ଉପରେ ପାକିସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ଚିତ୍ର ଅଙ୍କାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି ପାକିସ୍ତାନ ମୁର୍ଦ୍ଦାବାଦ ଲେଖି ଚିତ୍ର ଆଙ୍କିଛନ୍ତି ତାହା ଅସ୍ପଷ୍ଟ ରହିଛି । ଏହାକୁ ନେଇ ସହରବାସୀ ସନ୍ଦେହରେ ରହିଛନ୍ତି ।
