ଅପରାଧୀଙ୍କ ଉତ୍ପାତ ପରେ ଆକ୍ସନ ମୋଡରେ ପୋଲିସ

ଅନୁଗୋଳ ପୁଲିସ ୩ ଦିନ ମଧ୍ୟରେ ଦୁଇ ଦୁଇଟି ଏନକାଉଣ୍ଟର ସାଙ୍ଗକୁ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ଅପରାଧୀଙ୍କ ଉତ୍ପାତ ପରେ ଆକ୍ସନ ମୋଡରେ ଅନୁଗୁଳ ପୋଲିସ । ପୋଲିସକୁ ବାରମ୍ବାର ଚକମା ଦେଇ ଖସିଯାଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ୩ ଦିନରେ କରି ସାରିଲାଣି ଦୁଇ ଦୁଇଟି ଏନକାଉଣ୍ଟର। ନିଶା ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଓରଫ ଝାମୁ ,କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ,ମୋଷ୍ଟ ୱାଣ୍ଟେଡ ପୁରୁଷୋତ୍ତମ ଭୂତିଆକୁ ଏନକାଉଣ୍ଟର ସାଙ୍ଗକୁ ଅନ୍ୟ ସାଥୀଙ୍କୁ ଗିରଫ କରିବା ସହ ବହୁ ମାରଣାସ୍ତ୍ର ଜବତ କରିଛି ଅନୁଗୁଳ ପୁଲିସ ।

ଅଧିକ ପଢନ୍ତୁ

kc ads