ଅବତରଣ ବେଳେ ରନୱେରୁ ଖସିଗଲା ବିମାନ ।  ଅଳ୍ପକେ ବର୍ତ୍ତିଲେ ୫୧ ଯାତ୍ରୀ ଓ ୪ କ୍ରିଉ ସଦସ୍ୟ

ନେପାଳରେ ଅବତରଣ ବେଳେ ରନୱେରୁ ଖସିଗଲା ବିମାନ ।  ଅଳ୍ପକେ ବର୍ତ୍ତିଲେ ୫୧ ଯାତ୍ରୀ ଓ ୪ କ୍ରିଉ ସଦସ୍ୟ ।  ନେପାଳ ଭଦ୍ରପୁରରେ ଏକ ଟର୍ବୋପ୍ରପ ଯାତ୍ରୀବାହୀ ଏୟାରକ୍ରାଫ୍ଟ ଅବତରଣ ବେଳେ ରନୱେରୁ ଖସି ଯାଇଥିଲା ।  ବିମାନରେ ୫୧ଜଣ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବର ଥିଲେ ।  ତେବେ ଦୁର୍ଘଟଣାରୁ ସମସ୍ତେ ଅଳ୍ପେକ ବର୍ତ୍ତି ଯାଇଛନ୍ତି ।ଯାତ୍ରୀ ଓ କ୍ରିଉମେମ୍ବର ସୁରକ୍ଷତି ଥିବା ବୁଦ୍ଧ ଏୟାରଲାଇନସ ପକ୍ଷରୁ କୁହାଯାଉଛି ।  ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଆସିଥିଲା ।

ଅଧିକ ପଢନ୍ତୁ