ଆଉ ୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହୋଇଛି ଜିଲ୍ଲା ସଭାପତିଙ୍କ ନାଁ। ଗତ ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ, ରବିବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୩ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ଜିଲ୍ଲା ସଭାପତିମାନେ ହେଲେ :

ଅନୁଗୁଳ – ଯଯାତି କେଶରୀ ପଟ୍ଟନାୟକ;
ଭଦ୍ରକ – ଭଗବାନ ପଣ୍ଡା;
ଭୁବନେଶ୍ୱର – ନିରଞ୍ଜନ ମିଶ୍ର;
ଗଜପତି – ନବକିଶୋର ଶବର;
ଯାଜପୁର – ଦେବଯାନୀ ପ୍ରଧାନ;
ଝାରସୁଗୁଡା – ରଘୁନନ୍ଦନ ପଣ୍ଡା;
କନ୍ଧମାଳ – ପଣ୍ଡିତ କୁମାର ବିସ୍‌ମାଝୀ;
ଖୋର୍ଦ୍ଧା – ବିଶ୍ୱରଂଜନ ବଡଜେନା;
କୋରାପୁଟ – ଶିବ ମୁଦୁଲି;
ନୟାଗଡ – ତାପସ ରଂଜନ ମାର୍ଥା;
ରାୟଗଡା – ଗୋପି ଆନନ୍ଦ;
ସୁବର୍ଣ୍ଣପୁର – ବେଣୁଧର ଦାଶ;
ରାଉରକେଲା – ପୂର୍ଣ୍ଣିମା କେର୍କେଟା

ଅଧିକ ପଢନ୍ତୁ

kc ads