ଆଗାମୀ ଜନ ଶୁଣାଣି କଳାହାଣ୍ଡି ଭବାନୀପାଟଣାରେ ହେବା

ମୁଖ୍ୟମନ୍ତ୍ରୀଙ୍କ ଦ୍ବାଦଶ ଅଭିଯୋଗ ଶୁଶାଣି ଆଜି ଶେଷ ହୋଇଛି । ଭୁବନେଶ୍ବରରେ ୧୧ ଥର ଓ ସମ୍ବଲପୁରରେ ଥରେ ଅଭିଯୋଗ ଶୁଣାଣି ହୋଇଛି । ରାଜଧାନୀ ବାହାରେ ପୂର୍ବରୁ ଶୁଶାଣି ହୋଇଛି । ଆଗକୁ ଅନ୍ୟ ଜିଲ୍ଲାରେ ହେବ । ପ୍ରତିଥର ହଜାରେ ଲୋକଙ୍କ ଅଭିଯୋଗ ଶୁଶାଣି ପାଇଁ ବ୍ୟବସ୍ଥା କରାଯାଉଛି ।ଆସନ୍ତା ଦିନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଅଭିଯୋଗ ଶୁଣାଣି କରିବେ।

ଅଧିକ ପଢନ୍ତୁ

kc ads