ଆଜି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ

-ୟୁପିଆଇ କାରବାରରେ ପରିବର୍ତ୍ତନ
-ଦିନକୁ ସର୍ବାଧିକ ୫୦ଥର ଯାଏ ବାଲାନ୍ସ ଯାଞ୍ଚ କରିପାରିବେ
-ଅଟୋ ପେ କାରବାରରେ କିଛି ପରିବର୍ତ୍ତନ ହୋଇଛି
-ନିର୍ଦ୍ଦିଷ୍ଟ ସମୟରେ ଅଟୋ ପେ କାରବାର ହେବ
-ୟୁପିଆଇ ପେମେଣ୍ଟ ବିଫଳ ହେଲେ, ସ୍ଥିତି ଯାଞ୍ଚ ପାଇଁ ୩ଟି ସୁଯୋଗ ମିଳିବ
-ପ୍ରତ୍ୟେକ ପ୍ରୟାସ ମଧ୍ୟରେ ୯୦ସେକେଣ୍ଡ ସମୟ ଅପେକ୍ଷା କରିବାକୁ ପଡିବ
-ବ୍ୟାଙ୍କିଂ ଆଇନ-୨୦୨୫ ଆଜିଠାରୁ କାର୍ଯ୍ୟକାରୀ ହେବ

କାହିଁକି ଚାର୍ଜ ଲାଗୁ କରାଯାଉଛି? ସରକାର କୌଣସି ବ୍ୟବସାୟୀଙ୍କଠାରୁ (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ହାର) ଆଦାୟ କରେ ନାହିଁ। କିନ୍ତୁ NPCI ବ୍ୟାଙ୍କ ଗୁଡ଼ିକରୁ ସ୍ୱିଚ୍ ଫି ଆଦାୟ କରେ। କିଛି ବ୍ୟାଙ୍କ ପେମେଣ୍ଟ ଏଗ୍ରିଗେଟରଙ୍କଠାରୁ ଏହି ଫି ଆଦାୟ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ପେମେଣ୍ଟରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି। ସମ୍ପ୍ରତି, UPI ପେମେଣ୍ଟ କରିବା ସମୟରେ ବ୍ୟବହାରକାରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। UPI ସର୍ଭର ପ୍ରତିଦିନ ଡାଉନ୍ ହେଉଥିଲା। NPCI ଏହି ସମସ୍ୟାର ଏହି ସମାଧାନ ଖୋଜି ବାହାର କରିଛି।

ଅଧିକ ପଢନ୍ତୁ

Odisha Darpan Digital