ଆଜି ବିଶ୍ବ ଟେଲିଭିଜନ ଦିବସ ।

ଆଜି ବିଶ୍ବ ଟେଲିଭିଜନ ଦିବସ । କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି। ୧୯୯୬ ନଭେମ୍ବର ୨୧ରେ ବିଶ୍ବରେ ପ୍ରଥମ ଟେଲିଭିଜନ ଫୋରମ୍ ଆୟୋଜିତ ହୋଇଥିଲା। ୧୯୯୭ ଡିସେମ୍ବରରେ ଜାତିସଂଘ ନଭେମ୍ବର ୨୧ତାରିଖକୁ ଆନୁଷ୍ଠନିକ ଭାବେ ଟେଲିଭିଜନ ଦିବସ ପାଳନ କରିବାକୁ ଘୋଷଣା କଲା। ଜନ୍ ବେଆର୍ଡ ୧୯୨୫ ଅକ୍ଟୋବର ୨ରେ ଟେଲିଭିଜନ ମାଧ୍ୟମରେ ପ୍ରଥମେ ଚିତ୍ର ପ୍ରସାରଣ ଆରମ୍ଭ କରିଥିଲେ। ଆଜି ଟିଭି ସମସ୍ତଙ୍କ ଦୈନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି ।

କୋଟି କୋଟି ଲୋକ ମନୋରଞ୍ଜନ , ବିଜ୍ଞାନ ଓ ଶିକ୍ଷା ଏବଂ ସୂଚନା ପ୍ରଦାନ କରୁଛି । ସାମାଜିକ ପରିବର୍ତ୍ତନ କୁ ପ୍ରୋତ୍ସାହନ କରିବାରେ ଟିଭି ର ମୁଖ୍ୟ ଭୂମିକା ରହିଛି ।୧୯୮୦ ମସିହାରେ ଧିରେ ଧିରେ ଭାରତରେ ଟେଲିଭିଜନ ସଂଖ୍ୟା ବଢିବାରେ ଲାଗିଲା । ପ୍ରଥମେ କଳାଧଳା ପରେ ଆଉ ପରେ ଆସିଲା ରଙ୍ଗାୀନ ଟିଭି । ଆଉ ସେତେବେଳର ଟିଭି ଦେଖିବାର ମଜା ଥିଲା କିଛି ନିଆରା ।

ଅଧିକ ପଢନ୍ତୁ