ଆଜି ରାଜ୍ୟ ସରକାର ୪ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧.ଅବୋଲି ସୁନିଲ ନରାଭାନେ କଟକ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଥିଲାବେଳେ କଟକ, କ୍ଷୁଦ୍ର ଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ହେଲେ ।
୨.ଦିନ୍ହା ଦାସ୍ତଜିର ହେଲେ ରାଉରକେଲା ମହାନଗର ନିଗମର ସଚିବ ।
୩.ରେହାନ ଖାତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।
୪.କୀରନଦୀପ କୌର ସାହୁତାଙ୍କୁ କଟକ ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।
୫.ପ୍ରଥମେଶ ଅରବିନ୍ଦ ରାଜେଶିରକେଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।
