ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ।

ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶା ଫେରୁଛନ୍ତି ।ଚିକିତ୍ସା ପାଇଁ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ।

ପରେ ସେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସର୍ଭାଇକାଲ୍‌ ଆର୍ଥ୍ରରାଇଟସ୍‌ ଅସ୍ତ୍ରୋପଚାର କରାଯାଇଥିଲା। କିଛି ଦିନ ତଳେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ହେଲେ ସେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁମ୍ବାଇରେ ରହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital