ଆସନ୍ତା ୨୦ ତାରିଖରେ ଓଟିଇଟି ପରୀକ୍ଷା

ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ରରେ ଲାଗିବ ୱାଟର ମାର୍କ ଓ କ୍ୟୁ ଆର କୋର୍ଡ । ପ୍ରଥମ ଥର ପାଇଁ ଓଟିଇଟି ପ୍ରଶ୍ନପତ୍ରରେ ଲାଗୁଛି ୱାଟର ମାର୍କ ଓ କ୍ୟୁ ଆର କୋର୍ଡ । ୧୨ ତାରିଖରେ ପରୀକ୍ଷାର୍ଥୀମାନଙ୍କୁ ଆଡ଼ମିଟ କାର୍ଡ ଯୋଗାଇ ଦିଆଯିବ । ବୋର୍ଡର ୱେବସାଇଟ www.bseodisha.ac.in  ରୁ ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଡାଉନଲୋଡ଼ କରି ପାରିବେ ।ଆସନ୍ତା ୨୦ ରେ ହେଉଥିବା ଓଟିଇଟି ପରୀକ୍ଷା ରାଜ୍ୟର ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଉଛନ୍ତି । ଏଥିପାଇଁ ରାଜ୍ୟରେ ୧୧୩ ପରୀକ୍ଷା କେନ୍ଦ୍ର କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital