ଏଣିକି ଦ୍ଵାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ AI ଟେକ୍ନୋଲୋଜି

ଦ୍ୱାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ ଏଆଇ ଟେକ୍ନୋଲୋଜି । ଘରେ ବସି ଏଆଇ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ଦକ୍ଷତା ଜାଣିହେବ । ବିଭିନ୍ନ ମଡ୍ୟୁଲର ପ୍ରଶ୍ନ ରଖିବ ଏଆଇ । , ଉତ୍ତର ଦେବେ ପରୀକ୍ଷାର୍ଥୀ । ଏଥିରେ ପିଲାମାନେ ଅଧ୍ୟାୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ପ୍ରସ୍ତୁତି କରିପାରିବେ। JEE, NEET, CLAT ଭଳି ପରୀକ୍ଷା ପ୍ରସ୍ତୁତି ମଧ୍ୟ କରିପାରିବେ।

ଅଧିକ ପଢନ୍ତୁ

Odisha Darpan Digital