ଏବେ ସରକାରୀ କୋଠାର ରଙ୍ଗ ବଦଳିବ

ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ନୂତନ ସରକାର ଅନେକ ନୂଆ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୋଠା ନବୀକରଣ ସମୟରେ କିମ୍ବା ମରାମତି ସମୟରେ କମଳା ଓ ନାଲି ରଙ୍ଗ ବ୍ୟବହାର ହେବ ବୋଲି କୁହାଯାଇଛି । କୋଠାର ବାହାର ପଟ କମଳା ରଙ୍ଗ ଓ ନାଲି ବର୍ଡର ରହିବା ନେଇ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ଓବିସିସିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।ନିକଟରେ ସରକାର ଵିଦ୍ୟାଲର ୟୁନିଫର୍ମ ରଙ୍ଗ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।

ଅଧିକ ପଢନ୍ତୁ