ଏଲପିଜି ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ସ୍ପଷ୍ଟୀକରଣ । ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ । କେବଳ ଅନଧିକୃତ ଏଲପିଜି ବ୍ୟବହାରକାରୀଙ୍କ ପାଇଁ ଇ- କେୱାଇସି ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ ଇ- କେୱାଇସି କରିବା ନାହିଁ । ଯେଉଁ ଏଲପିଜି ଉପଭୋକ୍ତା ଇ- କେୱାଇସି କରି ନାହାନ୍ତି ସେମାନେ କରିବେ । ଯଦି ପିଏମୟୁୱାଇ ଉପଭୋକ୍ତା ନୁହଁନ୍ତି, ପୂର୍ବରୁ ଇ- କେୱାଇସି କରିଛନ୍ତି, ଦରକାର ନାହିଁ । PMUY ଉପଭୋକ୍ତା ପ୍ରତି ବର୍ଷ e-KYC କଲେ ସବସିଡି DBTରେ ପାଇବେ। e-KYC ନିଜେ ଘରେ ବସି କରିପାରିବେ, କୌଣସି କ୍ଷେତ୍ରରେ ବି LPG ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ କହିଛି।
