ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ପାଇଁ ଆଜି ତାରିଖ ଘୋଷଣା ହୋଇଛି

୨୦୨୩ ଓଏଏସ ପ୍ରିଲିମ ଟେଷ୍ଟ ପାଇଁ ତାରିଖ । ଡିସେମ୍ବର ୧୫ ତାରିଖ ରବିବାର ହେବ ପ୍ରିଲିମ ପରୀକ୍ଷା । ପ୍ରିଲିମ ପରୀକ୍ଷା ତାରିଖ ଘୋଷଣା କଲା ଓପିଏସସି ।ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଅପ୍‌ଲୋଡ୍ କରାଯିବ ବୋଲି ଆଜି ଜାରି କରାଯାଇଥିବା ନୋଟିସ୍‌ରେ ଦର୍ଶାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital