କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଥିବା ଅଭିଯୋଗ ଓ କାହାକୁ ପେଟ୍ରୋଲ ପମ୍ପ ତ କାହାକୁ ଚାକିରୀ ଦେବାକୁ କହି ଠକେଇ କରିଥିଲା ଅଭିଯୁକ୍ତ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଟଙ୍କା ଠକି ଫେରାର ହେଉଥିବା ବେଳେ ହୋଟେଲ ରୁମରୁ ଠକକୁ ମାଡ଼ି ବସିଲେ ଲୋକେ। ରାହୁଲଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୁଲିସ।

ଅଧିକ ପଢନ୍ତୁ

kc ads