‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।କ୍ୟାବିନେଟ୍‌ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା ।

ସୂଚନାମୁତାକ, ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଆସନ୍ତା ସପ୍ତାହ ଏହି ଶୀତ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି । ସର୍ବ ପ୍ରଥମେ ଜେପିସି କମିଟିର ଗଠନ କରାଯିବ ଏବଂ ଏଥିରେ ସମସ୍ତ ଦଳର ମତ ଲୋଡା ଯିବ। ଶେଷରେ ଏହି ବିଧେୟକଟି ସଂସଦରେ ଉପସ୍ଥାପନା କରାଯିବ ଆଉ ଏହାକୁ ପାସ୍‌ କରାଯିବ ।

ଅଧିକ ପଢନ୍ତୁ