ଆଜିର ଖବର ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ By odishadarpan January 17, 2026January 17, 2026 ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ । DRG, STF ଏବଂ CRPF କୋବ୍ରା ଜବାନ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରେ ମାଓ ସଂଗଠନ ର ଶିର୍ଷ ନେତା ପାପା ରାଓ ଥିବା ସୂଚନା । ଏବେ ବି ଗୁଳିବିନିମୟ ଜାରି ରହିଛି ।
ଆଜିର ଖବର କଟକ ରେଳ ଷ୍ଟେସନରେ ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣା, ୨ ଜଣଙ୍କୁ ନୋଟିସ୍ ଜାରି By odishadarpan August 29, 2025August 29, 2025