ଡବ୍ଲ୍ୟୁଏଚଓ ଅନୁମୋଦନ  ବିନା ଓଆରଏସ ଲେବଲ ବ୍ୟବହାର ମନା 

ଡବ୍ଲ୍ୟୁଏଚଓ ଅନୁମୋଦନ  ବିନା ଓଆରଏସ ଲେବଲ ବ୍ୟବହାର  କରାଯାଇପାରିବନି। ଏନେଇ ସମସ୍ତ ରାଜ୍ୟ  ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଫଏସଏସଏଆଇ ନିର୍ଦ୍ଦେଶ ଦେଇଛନ୍ତି ।  ୨୦୨୨ ଜୁଲାଇ ୧୪ ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ ହୋଇଛି । ବ୍ରାଣ୍ଡ ନାମରେ ଓଆରଏସକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡିବା ଅନୁମତି ବାତିଲ ହୋଇଛି । ଯଦି ଓଆରଏସ ଭୁଲ ଭାବେ ବ୍ୟବହୃତ ହୁଏ, ତେବେ  ଏହା ବିପଦ ସୃଷ୍ଟି କରିପାରେ । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଓ ନିୟମାବଳୀ କଡା ଅନୁସରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital