ତିନି ମାସର ଦରମା ଦାନ କଲେ କଣ୍ଟାବାଞ୍ଜି ବିଧାୟକ

ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ‘ଅପରେସନ୍‌ ସିନ୍ଦୂର’କୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‌ ବିପୁଳ ସମର୍ଥନ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଟଙ୍କା ଦାନ କରିଛନ୍ତି । ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶର ସୈନିକ ମାନଙ୍କ ସମ୍ମାନ ଓ ସାହାଯ୍ୟ ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ସେ ଏହି ଦାନ କରିଛନ୍ତି ।ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାବରେ ଅନୁଷ୍ଠିତ ହୋଇଥିଲା।

ଅଧିକ ପଢନ୍ତୁ

kc ads