ରାୟଗଡା ଭିନ୍ନକ୍ଷମ ମହାସଙ୍ଗ (ଆର ବିଏମ୍ଏସ୍) ତରଫରୁ ଏକ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ମଧୁବାବୁ ପେନସନ କୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଏହି ପ୍ରତିଶ୍ରୁତି ପୂରଣ କରନ୍ତୁ । ପ୍ରତ୍ୟେକ ଜିଲ୍ଲା ରେ ଏହି ଭଳି ଦାବି ଜାରୀ ରହିଛି। ସଂଘ ଆଗାମୀ ଦିନରେ ଆନ୍ଦୋଳନ ଆରମ୍ଭ ହେବ ବୋଲି କହିଛି ଆମେ ଆଶା କରୁଛୁ ଆମର ଏହି ଦାବୀ କୁ ଦୃଷ୍ଟିରେ ରଖି ପ୍ରାଧାନ୍ୟ ଦେଇ ଭର୍ତା ବୃଦ୍ଧି କରାଯାଉ। ଏହି ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘ ତରଫରୁ ସଭାପତି ଶିଶିର ରାଉଳ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଓ ଉପ ସଭାପତି ଫାବେନା ପାଲୋକା ସେହି ଭଳି ଅନ୍ୟ ସଦସ୍ୟ ପ୍ରସନ୍ନ ନାୟକ, ସଞ୍ଜୟ ସେନାପତି,P ମୁରଲୀ ପ୍ରମୂଖ ଉପସ୍ଥିତ ରହିଥିଲେ।