ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ

ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ। କିଡନାପ କରି ନେଇ ନାବାଳିକାକୁ ଦୁଷ୍କର୍ମ କରୁଥିଲା ନର ରୂପୀ ରାକ୍ଷସ। ସେପଟେ ଝିଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। ଆଉ ୧୪ ଦିନ ପରେ ରାକ୍ଷସ କବଳରୁ ମୁକ୍ତି ପାଇଲା ଝିଅ।ନାବାଳିକାକୁ ଉଦ୍ଧାର କରିବା ପରେ ବ୍ୟାନ ରେକର୍ଡ କରାଗଲା । ମାଜଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଗଲା । ନାବାଳିକାର କହିବା କଥା ଅଭିଯୁକ୍ତ ତାକୁ ନେଇ ଏକ ଭଡ଼ା ଘରେ ରଖିଥିଲା। ଆଉ ପ୍ରତ୍ୟେକ ଦିନ ତାକୁ ରେପ୍ କରୁଥିଲା। ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ପୋଲିସର ତଦନ୍ତ ଜାରି ରହିଛି ।

ଅଧିକ ପଢନ୍ତୁ

Odisha Darpan Digital