ନୀଳଚକ୍ରରେ ଧ୍ୱଜା ବନ୍ଧା ବେଳେ ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍।

ଆଜି ପୁଣି ନୀଳଚକ୍ର ଉପରେ ଉଡ଼ିଛି ଡ୍ରୋନ୍। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ଦେଉଳ ଉପରେ ଉଡ଼ାଇଲେ ଡ୍ରୋନ୍।ଡ୍ରୋନ ଟି କିଏ ଏବଂ କେଉଁଠାରୁ ଡ୍ରୋନ ଉଡାଉଛି ତାହା ସ୍ପଷ୍ଟ ହୋଇନାହିଁ । କଡା ସୁରକ୍ଷା ବଳୟ କୁ ଭେଦ କରି ବେଆଇନ ଡ୍ରୋନ କିଭଳି ଉଠିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ନୀଳଚକ୍ରରେ ଧ୍ୱଜା ବନ୍ଧା ବେଳେ ଉଡ଼ିଲା ଡ୍ରୋନ୍।

ଅଧିକ ପଢନ୍ତୁ

kc ads