ନୂଆପଡ଼ା ଉପନିର୍ବାଚନ:ସନ୍ଧ୍ୟା ୫ଟା ସୁଦ୍ଧା ୭୫ .୩୧% ମତଦାନ

ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଜାରି ରହିଛି। ନୂଆପଡାର ଅଭୟାରଣ୍ୟ ଗାଁ ସୁନାବେଡାରୁ ଫେରିଲେ ପୋଲିଂ ଟିମ୍। ଭୋଟିଂ ଶେଷ କରିବା ପରେ ବାୟୁସେନା ହେଲିକପ୍ଟରରେ ଫେରିଛନ୍ତି । ୮ଟି ସମ୍ବେଦନଶୀଳ ବୁଥ୍‌ରେ ମତଦାନ ଶେଷ ପରେ ଫେରିଲେ। ନୂଆପଡା ବିଧାନସଭା ଉପ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫ .୩୧% ମତଦାନ ହୋଇଛି l

ଅଧିକ ପଢନ୍ତୁ

Odisha Darpan Digital