ପର୍ଯ୍ୟଟକ ପାଇଁ ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା

ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାମୁତାବକ ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ନେଇ ଏହି ପଦକ୍ଷପ ନିଆଯାଇଥିଲା |

ଅଧିକ ପଢନ୍ତୁ

kc ads