ପୁଣି ବଢିଲା ସୁନା ଓ ରୁପା ଦର ।

ଶୁକ୍ରବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୭,୬୨୦ ଟଙ୍କା ରହିଛି । ଗତକାଲି ୧,୦୬,୮୬୦ ଟଙ୍କା ଥିଲା । ଏଥିରେ ୭୬୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୬୫୦ ଟଙ୍କା ରହିଛି । ଗତକାଲି ୯୭,୯୫୦ ଟଙ୍କା ଥିଲା । ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୦,୭୨୦ ଟଙ୍କା ରହିଛି । ଗତକାଲି ୮୦,୧୪୦ ଟଙ୍କା ଥିଲା । ଏଥିରେ ୫୮୦ ଟଙ୍କା ବୃଦ୍ଧି ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୨୬,୦୦୦ ଟଙ୍କା ହୋଇଛି ।

ଅଧିକ ପଢନ୍ତୁ