ପୁଣି ବଦଳିଲା ସୁନା ଦର।

ପୁଣି ବଦଳିଲା ସୁନା ଦର। ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନା ଦର ବଢ଼ିଛି। କିଣିବା ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ.।୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫,୫୧୦ ଟଙ୍କା ରହିଛି । ଗତକାଲି ଏହା ୯୫, ୧୩୦ ଟଙ୍କା ଥିଲା । ଏଥିରେ ୩୮୦ ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୭,୫୫୦ ଟଙ୍କା ରହିଛି । ଗତକାଲି ୮୭,୨୦୦ ଥିଲା । ଏଥିରେ ୩୫୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୧,୬୩୦ ଟଙ୍କା ରହିଛି । ଗତକାଲି ଏହା ୭୧,୩୫୦ ଟଙ୍କା ଥିଲା । ଏଥିରେ ୨୮୦ ଟଙ୍କା ବୃଦ୍ଧି ହୋଇଛି ।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୫,୫୧୦ ଓ ୮୭,୫୫୦ ଟଙ୍କା ରହିଛି।

ଅଧିକ ପଢନ୍ତୁ

kc ads