ପୁଣି ବିମାନବନ୍ଦରରୁ ପ୍ରାୟ ୭ କୋଟି ଟଙ୍କା ମାରିଜୁଆନ ଜବତ

ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ । ୭ କେଜିର ମାରିଜୁଆନ ନିଶାଦ୍ରବ୍ୟ ଜବତ କଲା କଷ୍ଟମ ବିଭାଗ । ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ନିଶାଦ୍ରବ୍ୟ ଆଣି ଆସୁଥିବା ଜଣେ ବ୍ୟକ୍ତି ଅଟକସୂଚନା ଅନୁସାରେ ଯାତ୍ରୀ ଜଣଙ୍କ ଇଣ୍ଡିଗୋ ବିମାନରୁ ୭ କୋଟିର ମାରିଜୁଆନା ସହ ଧରାପଡ଼ିଲେ ଅଭିଯୁକ୍ତ। ତେବେ ଏହି ବ୍ୟକ୍ତିଙ୍କୁ ଉଠାଇ ନେଇଛି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍। ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହେଲାଣି। ବ୍ୟାଙ୍କକ ଓ କ୍ବାଲାଲମପୁରରୁ ପୂର୍ବରୁ ମଧ୍ୟ ଆସିଛି ଏହି ଦାମୀ ନିଶା ।

ଅଧିକ ପଢନ୍ତୁ

kc ads