ଜଗନ୍ନାଥ ଧାମ ପୁରୀରେ ପର୍ଯ୍ୟଟକଙ୍କୁ ଅସଦାଚରଣ। ତାହା ପୁଣି ଜଣେ ନାବାଳିକା ଝିଅ ସହ। ହଁ ଶ୍ରୀମନ୍ଦିରକୁ ପରିବାର ସହ ଜଗା ଦର୍ଶନ କରିବାକୁ ଯାଇଥିଲେ ଜଣେ ନାବାଳିକା ଝିଅ। ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ସିଂହଦ୍ବାର ଥାନା ପୋଲିସ ପହଞ୍ଚି ଯୁକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ମହାପ୍ରଭୁଙ୍କ ଦର୍ଶନ ସାରି ନାବାଳିକା ଜଣକ ପରିବାର ଲୋକଙ୍କ ସହ ଫେରିବା ସମୟରେ ଅସଦାଚରଣର ଶୀକାର ହୋଇଥିଲା।ଅଭିଯୁକ୍ତ ଜଣକ ନିଶାସକ୍ତ ଥିବା ସୂଚନା ମିଳିଛ।
