ପୁଲିସ ଇନଫର୍ମର ସନ୍ଦେହ! ଦୁଇ ପାରା ଶିକ୍ଷକଙ୍କୁ ହତ୍ୟା କଲେ ମାଓବାଦୀ

ପୁଣି ମାଓବାଦୀ ଖେଳିଲେ ରକ୍ତର ହୋଲି। ଛତିଶଗଡ଼ ବିର୍ଜାପୁରରେ ମାଓବାଦୀ ରଚିଲେ ବର୍ବରକାଣ୍ଡ। ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ।ସୂଚନା ଅନୁଯାୟୀ, ପିଲୁର ଗାଁ ଜଙ୍ଗଲରେ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି। ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା କରାଯାଇଛି। ତେବେ ପୁଲିସ ପକ୍ଷରୁ ଏନେଇ ଯାଏଁ କୌଣସି ସୂଚନା ମିଳି ନାହିଁ।ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ନେଇ ପୋଷ୍ଟର ଛାଡ଼ିଲେ ମାଓବାଦୀ।

ପୂର୍ବରୁ ମଧ୍ୟ ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଅନେକ ନୀରହ ଲୋକଙ୍କ ଜୀବନ ନେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital