ବଦଳିଲା ସୁନା-ରୂପା ଦର । ଅଗଷ୍ଟ ୨୫ ଅର୍ଥାତ୍ ସୋମବାର ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୫୧୦ ଟଙ୍କା ରହିଛି । ଗତକାଲି ୧,୦୧,୬୨୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୩,୦୫୦ ଟଙ୍କା ରହିଛି । ଗତକାଲି ୯୩,୧୫୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୭୬,୧୪୦ ଟଙ୍କା ରହିଛି । ଗତକାଲି ୭୬,୨୧୪ ଟଙ୍କା ଥିଲା । ଏଥିରେ ୭୪ ଟଙ୍କା ହ୍ରାସ ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୨୧,୦୦୦ ଟଙ୍କା ହୋଇଛି ।
