ଛତିଶଗଡ଼ର ବିଜାପୁରରେ ଏନ୍କାଉଣ୍ଟର । CRPF ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ଦାନ୍ତେୱାଡା-ବିଜାପୁର ସୀମାନଙ୍କ ଇନ୍ଦ୍ରାବତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା । ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ।ଆହୁରି ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି । ଅତ୍ୟାଧୁନିକ ହତିଆର ସାଗ୍ରୀ ସାଙ୍ଗକୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ।
