ଭବାନୀପାଟଣା ଜେଲ୍ରୁ ବାହାରିଲେ ଆଇଏଏସ୍ ଧିମାନ ଚକ୍ମା। ୪୦ ଦିନ ପରେ ଜେଲ୍ରୁ ବାହାରିଲେ ଧିମାନ ଚକ୍ମା। କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସର୍ତ୍ତମୂଳକ ଜାମିନ୍ରେ ଧିମାନ ଚକ୍ମା ଜେଲରୁ ବାହାରିଲେ।ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେେ ଚମକାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ l
