ଭିଜିଲାନ୍ସ ଜାଲରେ  ବରିଷ୍ଠ କିରାଣି

ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍‌ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜୁନିଅର୍ ଡାକ୍ତରଙ୍କ ବଦଳି କରାଇ ଦେବାକୁ କହି ଲାଞ୍ଚ ନେଉଥିଲେ । ନିରଞ୍ଜନଙ୍କ ଅଫିସ ଓ ମଣ୍ଡଳଦେବୀସ୍ଥିତ ବାସଭବନରେ ବି ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ଚାଲିଛି ।

ଅଧିକ ପଢନ୍ତୁ