ଆମେରିକା-ଇସ୍ରାଏଲ ଓ ଇରାନ ଭିତରେ ଯୁଦ୍ଧ କାରଣରୁ ଭାରତ ସମେତ ସାରା ବିଶ୍ବରେ ତୈ ଏବଂ ଇନ୍ଧନର ସଙ୍କଟ ଦେଖିବାକୁ ମିଳିଛି। ତେବେ ଏହା ଭିତରେ ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର । ଭିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କି ରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଏଣିକି ଛାତ୍ରଛାତ୍ରୀ ବା ଯେଉଁମାନେ ଶ୍ରମିକ ଅଛନ୍ତି ,ଯେଉଁମାନେ ମେସ ରେ ଏହି ୫ କେଜିକିଆ ସିଲିଣ୍ଡର ଉପରେ ନିର୍ଭରଶୀଳ ତାଙ୍କୁ ଆଉ ଅସୁଭିଧା ହେବ ନାହିଁ । ବିନା ପ୍ରମାଣ ପତ୍ର ଏହା ମିଳିବ, ପ୍ରି ବାବଦରେ ର ଆଵଶ୍ୟକତା ନାହିଁ । ସିଲିଣ୍ଡର ସିକ୍ୟୁରୀଟି ବାବଦରେ 800 ଟଙ୍କା ପ୍ଲସ ଜିଏସ ଟି ରହିଛି ।
