ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ହାଇ ଆଲର୍ଟ । ଆରପିଏଫ୍ ଦ୍ବାରା ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି ।ପହଲଗାମ ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ବଢିଲା ସୁରକ୍ଷା। ଭୁବନେଶ୍ୱର ରେଲୱେ ଷ୍ଟେସନରେ RPFର ଫ୍ଲାଗ ମାର୍ଚ୍ଚ। ପଇଁତରା ମାରୁଛନ୍ତି ଦୁଇ ସେକ୍ସନ ଫୋର୍ସ। ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସବୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି । ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।
