ଭୁବନେଶ୍ୱର: ୨୦୨୪ର ଭିଜିଲାନ୍ସ ଆୱାର୍ଡ ଘୋଷଣା

୧. ୨୦୨୪ରେ ବେଷ୍ଟ  ଭିଜିଲାନ୍ସ ଡିଭିଜନ- କଟକ ଡିଭିଜନ
୨. ବେଷ୍ଟ ଭିଜିଲାନ୍ସ ୟୁନିଟ ଫର ଦ ଇଅର ୨୦୨୪- ସୁବର୍ଣ୍ଣପୁର ଭିଜିଲାନ୍ସ
୩. ରାଜ୍ୟ ଭିଜିଲାନ୍ସର ବେଷ୍ଟ ମେଲ ଆଇଓ ୨୦୨୪- ମନୋରଞ୍ଜନ ପାଇକରାୟ, ଡିଏସପି, ଭିଜିଲାନ୍ସ, ସେଲ ଡିଭିଜନ
୪. ରାଜ୍ୟ ଭିଜିଲାନ୍ସର ବେଷ୍ଟ ୱିମେନ ଆଇଓ ୨୦୨୪- ପ୍ରଣିତା ରାୟ, ଡିଏସପି, ଭିଜିଲାନ୍ସ ସେଲ
୫. ରାଜ୍ୟ ଭିଜିଲାନ୍ସର ବେଷ୍ଟ ପବ୍ଲିକ ପ୍ରୋସେକ୍ୟୁଟର ୨୦୨୪- ସୁରେନ୍ଦ୍ର ପଣ୍ଡା, ଭିଜିଲାନ୍ସ ବ୍ରହ୍ମପୁର

ଅଧିକ ପଢନ୍ତୁ

Odisha Darpan Digital