ମଦରୁ କେତେ ଟଙ୍କା ପାଉଛନ୍ତି ରାଜ୍ୟ ସରକାର ?

ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିବୃତି । ପୂର୍ବ ସରକାରରେ ମଦ ପିଇ ପ୍ରାଣ ହରାଇଥିଲେ ୫୨ ଜଣ । ଏହାବ୍ୟତୀତ ୨୦୨୪ରୁ ଏବେ ଯାଏଁ ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬. ୧୪ କୋଟି ଟଙ୍କା ।ସେହିପରି ୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା । ୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ଠିକ୍‌ ସେହିପରି ରାଜ୍ୟରେ ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ୩୮୫୯ ରହିଛି ।

ଅଧିକ ପଢନ୍ତୁ

kc ads