ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି ଏବଂ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି। ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ (MEA) ବୁଧବାର ସ୍ପେଶାଲ କଣ୍ଟ୍ରୋଲ ରୁମ୍ କରିଛି । ଏହି କଣ୍ଟ୍ରୋଲ ରୁମ୍ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଏହାର ମୂଳ ଲକ୍ଷ୍ୟ ।
ଲୋକମାନେ ଏହି ନମ୍ବରଗୁଡ଼ିକ ମାଧ୍ୟମରେ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିପାରିବେ:
୧୮୦୦୧୧୮୭୯୭
+୯୧ ୧୧ ୨୩୦୧ ୨୧୧୩
+୯୧ ୧୧ ୨୩୦୧ ୪୧୦୪
+୯୧ ୧୧ ୨୩୦୧ ୭୯୦୫
ଏହି ଅଞ୍ଚଳରେ ଅବସ୍ଥିତ ଭାରତୀୟ ଦୂତାବାସଗୁଡ଼ିକର ଜରୁରୀକାଳୀନ ଯୋଗାଯୋଗ ନମ୍ବରଗୁଡ଼ିକ ନିମ୍ନଲିଖିତ:
ବାହାରିନ: +୯୭୩ ୩୯୪୧୮୦୭୧
ଇରାନ: +୯୮ ୯୧୨୮୧୦୯୧୧୫ / +୯୮ ୯୧୨୮୧୦୯୧୦ / +୯୮ ୯୧୨୮୧୦୯୧୦ / +୯୮ ୯୩୨୧୭୯୩୫୯
ଇରାକ: +୯୬୪ ୭୭୧ ୬୫୧ ୧୧୮୫ / +୯୬୪ ୭୭୦୪୪୪ ୪୮୯୯
ଇସ୍ରାଏଲ: +୯୭୨ ୫୪ ୭୫୨୦୭୧୧ / +୯୭୨ ୫୪ ୨୪୨୮୩୭୮
ଜୋର୍ଡାନ: +୯୬୨ ୭୭୦ ୪୨୨ ୨୭୬
କୁଏତ: +୯୬୫ ୬୫୫୦୧୯୪୬
ଲେବାନନ: +୯୬୧ ୭୬୮୬୦୧୨୮
ଓମାନ: +୯୬୮ ୯୮୨୮୨୨୭୦ (ହ୍ୱାଟ୍ସଆପ୍) / ୮୦୦୭୧୨୩୪
କାତାର: +୯୭୪ ୫୫୬୪୭୫୦୨
ରାମାଲ୍ଲା, ପାଲେଷ୍ଟାଇନ: +୯୭୦ ୫୯୨୯୧୬୪୧୮
ସାଉଦି ଆରବ (ରିଆଦ): +୯୬୬ ୧୧ ୪୮୮୪୬୯୭ / ୮୦୦ ୨୪୭ ୧୨୩୪
ସାଉଦି ଆରବ (ଜେଦ୍ଦା): +୯୬୬ ୧୨୬୬୪୮୬୬୦ / +୯୬୬ ୧୨ ୨୬୧୪୦୯୩
ସଂଯୁକ୍ତ ଆରବ ଏମିରେଟ୍ସ: +୯୭୧ ୫୪୩୦୯୦୫୭୧ (ହ୍ୱାଟ୍ସଆପ୍) / ୮୦୦୪୬୩୪୨
