ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ପାଇଁ ୨୫ରୁ ଆବେଦନ

ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ପାଇଁ ୨୫ରୁ ଆବେଦନ । ଖାତାର ଅବିକଳ ନକଲ ପାଇବା ଲାଗି ଆବେଦନ କରିପାରିବେ । ବୋର୍ଡ କାଯ୍ୟାଳୟରେ ଦରଖାସ୍ତ ଏବଂ ଫିସ ଦାଖଲ କରିପାରିବେ । ଅଫଲାଇନ ସେପ୍ଟେମ୍ବର ୨ ଭିତରେ ଆବେଦନ କରିପାରିବେ । ତେବେ ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଜୁଲାଇ ୧ରୁ ୧୦ ତାରିଖ ପର୍ୟ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଅଧିକ ପଢନ୍ତୁ