ଡିସେମ୍ବର ୧ ତାରିଖରୁ ବସ ବନ୍ଦ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ କରିଛନ୍ତି । ପରିବହନ ବିଭାଗ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛନ୍ତି । ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ କରିଛନ୍ତି ।ନିକଟରେ ରାଜ୍ୟରେ ଗାଡ଼ି ଚେକିଂ ପାଇଁ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରଦାନ ନେଇ ଖବର ଆସିଥିଲା । ଏହି ଖବର ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ଏହାର ପୁନର୍ବିଚାର ନକଲେ ବ୍ୟବସ୍ଥା ଲାଗୁ ଦିନ ଠାରୁ ପ୍ରତିବାଦ ସ୍ଵରୂପ ବସ୍ ଚଳାଚଳ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଥିଲା ।
